Jump to content

କଳ୍ପନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନା
ଉଚ୍ଚାରଣ: Kaḻpanā

(କଳ୍ପିତ—ବିଣ)

ସଂ. ବି. (କଳ୍ପନ+ ଆ) —

୧: କଳ୍ପନା (ଦେଖ) ୧. Kaḻpana (See)

୨: ରଚନା (ଅମରକୋଷ) — ୨. Compostion.

(ଯଥା—ପ୍ରବନ୍ଧ କଳ୍ପନା)

ଦେ. ବି. (ସଂ. କାର୍ପଣ୍ୟ) —

୧: ମନର ଅସନ୍ତୋଷ — ୧. Dissatisfaction.

୨: କୌଣସି ପଦାର୍ଥ ଦାନ କରିବା ସମୟରେ ମନର ଅସ୍ବଛତା — ୨. Want of frnkness or sincerity while giving away a thing.

୩: ବାସନା; କାମନା —୩. Desire.

ଅନ୍ୟ କଳ୍ପନା ନାହିଁ ମୋଚ, ୟାର ପ୍ରସନ୍ନ ଭବୁଁ ପାର ଜଗନ୍ନାଥ. ଭାଗବତ