କଳ୍ପନା
Appearance
କଳ୍ପନା —
ଉଚ୍ଚାରଣ: Kaḻpanā
(କଳ୍ପିତ—ବିଣ)
ସଂ. ବି. (କଳ୍ପନ+ ଆ) —
୧: କଳ୍ପନା (ଦେଖ) ୧. Kaḻpana (See)
୨: ରଚନା (ଅମରକୋଷ) — ୨. Compostion.
(ଯଥା—ପ୍ରବନ୍ଧ କଳ୍ପନା)
ଦେ. ବି. (ସଂ. କାର୍ପଣ୍ୟ) —
୧: ମନର ଅସନ୍ତୋଷ — ୧. Dissatisfaction.
୨: କୌଣସି ପଦାର୍ଥ ଦାନ କରିବା ସମୟରେ ମନର ଅସ୍ବଛତା — ୨. Want of frnkness or sincerity while giving away a thing.
୩: ବାସନା; କାମନା —୩. Desire.
ଅନ୍ୟ କଳ୍ପନା ନାହିଁ ମୋଚ, ୟାର ପ୍ରସନ୍ନ ଭବୁଁ ପାର ଜଗନ୍ନାଥ. ଭାଗବତ