କଶ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଶ୍ୟ
ଉଚ୍ଚାରଣ: Kaṡya

ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ମ. ୟ) —

୧: ଘୋଡ଼ାର କଟିପାର୍ଶ୍ବଦେଶ — ୧. The flanks of a horse.

୨: ମଦ୍ୟବିଶେଷ —୨. Name of a spirituous liquor.

(କଶ୍ୟା—ସ୍ତ୍ରୀ)

ସଂ. ବି. ପୁଂ.—(କଶ୍ ଧାତୁ+କର୍ମ. ୟ) —

କଶାର୍ହ; ଚାବୁକ୍ ପାଇବା ଯୋଗ୍ୟ —Deserving the whip.