କଷକୁ ଆସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷକୁ ଆସିବା
ଉଚ୍ଚାରଣ: Kashaku āsibā

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଫଳପ୍ରଦ ହେବା — ୧. To bear fruit.

୨: ଲାଭଜନକ ହେବା —୨. To be profitable.