କଷାଇବା
ଦେଖଣା
କଷାଇବା —
ଉଚ୍ଚାରଣ: Kashāibā
ଦେ. କ୍ରି —
୧: କଷିବା (ଦେଖ) କ୍ରିୟାର ଣିଜନ୍ତରୂପ — ୧. Causative of Kashibā (See)
୨: ବସ୍ତ୍ରକୁ ନାଲିରଙ୍ଗ କରିବା — ୨. To dye a cloth red.
୩: ଚମଡ଼ାକୁ ମସଲା ଦେଇ ନରମ ଓ କର୍ମଯୋଗ୍ୟ କରିବା — ୩. To tan a hide.