କଷାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷାଇବା
ଉଚ୍ଚାରଣ: Kashāibā

ଦେ. କ୍ରି —

୧: କଷିବା (ଦେଖ) କ୍ରିୟାର ଣିଜନ୍ତରୂପ — ୧. Causative of Kashibā (See)

୨: ବସ୍ତ୍ରକୁ ନାଲିରଙ୍ଗ କରିବା — ୨. To dye a cloth red.

୩: ଚମଡ଼ାକୁ ମସଲା ଦେଇ ନରମ ଓ କର୍ମଯୋଗ୍ୟ କରିବା — ୩. To tan a hide.