କଷି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷି
ଉଚ୍ଚାରଣ: Kashi
কচি; কষী ठिकारा

ସଂ. ବିଣ. (କଷ୍ ଧାତୁ =ହିଂସା କରିବା+ଇ) —

ହିଂସ୍ରକ — Malignant; malicious.

ଦେ. ବି. (ସଂ. କଷାୟ; ସଂ. କଷନ=ଅପକ୍ବ) —

୧: ଛୋଟ କଞ୍ଚା ଫଳ — ୧. Small or unmatured fruit; undeveloped fruit.

କହୁ କହୁଁ ଚୂତ ବୃକ୍ଷେ ଧରିଗଲେ କଷି—ପ୍ରାଚୀ. ରହସ୍ୟମଞ୍ଜରୀ

खाज, फाज, फाशि, गउलि

୨: ଓଡ଼ିଶା ଗଡ଼ଜାତର ଏକ ପ୍ରକାର ଜଙ୍ଗଲି କାଠ ଗଛ —୨. A species of wild tree; Brindelia Retusa.

[ ଦ୍ର—ଏହାର ଗଣ୍ଡିର ଗୋଲେଇ ୩: ଫୁଟ ଠାରୁ ୮: ଫୁଟ ପର୍ଯ୍ୟନ୍ତ; ଏ ଗଛ ଅତି ଡ଼େଙ୍ଗା ନୁହେ ମାତ୍ର କାଠ ଅତି ଶକ୍ତ ଓ ଘର ତୋଳାରେ ଏ କାଠ ବ୍ୟବହୃତ ହୁଏ ]

୩: କଉଡ଼ି ଖେଳରେ ଗୋଟିଏ କଉ଼ଡ଼ି ଚିତି ହୋଇ ପଡ଼ିବାର ଦାନ; ଏପରି ଦାନ ପଡ଼ିଲେ '୧: ' ସଂଖ୍ୟା ଗଣା ହୁଏ (କଉଡ଼ି ଖେଳ ତଳେ ନୋଟ୍ ଦେଖ) — ୩. The state of one cowrie-shell falling breast upwards in the indoor game of cowries. This dentoes 'one' mark only.

ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଆ. ଖସ୍ସି) —

ଖସି; ଖାସୀ — Castrated goat or sheep.

কচি

ଦେ. ବିଣ. —

୧: ଛୋଟ ଓ ଅପୁଷ୍ଟ ଫଳ (ଫଳ) — ୧. Raw or young (fruit).

୨: କ୍ଷୁଦ୍ର; ଛୋଟ —୨. Small; little.

୩: ଅଳ୍ପ ବୟସ୍କ —୩. Young.

(ଯଥା—କଷି ଭୂଆଷୁଣୀ)

୪: ସାମାନ୍ୟ —୪. Slight

ଦେ. କ୍ରି. ବିଣ —

ସାମାନ୍ୟରେ; ଈଷତ୍ —Slightly.

(ଯଥା—କଷିଗୋଦରା; କଷିକୁରୁଣ୍ଡ଼ା)