କଷିଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷିଲା
ଉଚ୍ଚାରଣ: Kashilā

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ଷଣ) —

୧: ପରିଶ୍ରମୀ —୧. Laborious.

୨: କୃଷିକାର୍ୟ୍ୟରେ ପରିଶ୍ରମୀ ଓ ଦକ୍ଷ — ୨. Skilful and laborious in agriculture.