କଷ୍ଟ ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟ ପଡ଼ିବା
ଉଚ୍ଚାରଣ: Kashṭa paṟḍ̠iba

ପ୍ରାଦେ. (ଗଞ୍ଜାମ) କ୍ରି. —

୧: କଷ୍ଟ ସ୍ବୀକାର କରିବା — ୧. To take trouble.

ଏରୂପେ ନାନା କଷ୍ଟ ପଡ଼ି କରି ଜନ ଅରଜୁଛନ୍ତି ମହାଲୋକରେଟି ଧନ କୃଷ୍ଣସଂହ. ମହାଭାରତ. ବନ

୨: କଷ୍ଟଭୋଗ କରିବା; କଷ୍ଟ ପାଇବା —୨. To suffer.