କଷ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ କରିବା
ଉଚ୍ଚାରଣ: Kasha karibā

ପ୍ରାଦେ (ସମ୍ବଲପୁର) କ୍ରି. (ସଂ. କଷାୟ) —

ବସ୍ତ୍ରାଦିକୁ ରଙ୍ଗାଇବା; ରଙ୍ଗମଡ଼ାଇବା; କଷାଇବା — To die (cloth etc).