କସ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସ୍ୟ
ଉଚ୍ଚାରଣ: Kasya
/?/

ସଂ. ସର୍ବନାମ (କିମ୍ ଶବ୍ଦ ୬: ଷ୍ଠୀ ୧: ବ) —

କାହାର —Whose.

ଦେ. (କଚିରିଆ) ଅ —

ଦଲିଲର ଶିରୋନାମାରେ ଲେଖା ହେବା ନିରର୍ଥକ ଶବ୍ଦ — A meaningless word used in the heading of a deed.

[ଦ୍ର—ପୂର୍ବେ ,ଦଲିଲ ସମ୍ପାଦନ ବେଳେ ପ୍ରଶ୍ନର ଉତ୍ତର କରା ୟାଉଥିଲା ପ୍ରଶ୍ନ—ଏ ଦଲିଲ୍ କସ୍ୟ? ଉତ୍ତର—ଏ ଦଲିଲ ଗୋପାଳସ୍ୟ (ଗୋପାଳର) ତହିଁରେ ନିର୍ଦେଶନ ସ୍ବରୂପ ଆଜିୟାକେ ଦଲିଲରେ ପକ୍ଷମାନଙ୍କ ନାମ ଲେଖି ସାରି ଦଲିଲର ଅସଲ ଲେଖା ଆରମ୍ଭ କରିବା ପୂର୍ବରୁ ଶିରନାମାରେ 'କସ୍ୟ ଟ ୫: /?/ର ଋଣପତ୍ର— ମିଦଂ କାର୍ୟ୍ୟଞ୍ଚାଚେ' ଘତ୍ ଚଳି ଆସୁଅଛି ଏପରି ସ୍ଥଳରେ ଏହି 'କସ୍ୟ'ର ବ୍ୟବହାର ନିରର୍ଥକ ଓ ଅନାବଶ୍ୟକ]