କହଲେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହଲେଇବା
ଉଚ୍ଚାରଣ: Kahaleibā

ଦେ. କ୍ରି. (ପବନବହିବା ଦ୍ବାରା) —

ଥଣ୍ଡା ଆଣିବା; ଶୀତଳତା ଆନୟନ କରିବା —To render chill.