କହୁଣିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହୁଣିଆ
ଉଚ୍ଚାରଣ: Kahuṇiā

ଦେ. ବି. (ସଂ. କଫୋଣି+ଆଘାତ) —

୧: କହୁଣିମାଡ଼; କହୁଣିଦ୍ବାରା ଆଘାତ ବା ଠେଲା — ୧. A push or blow by the elbow.

୨: (ଏହା କହୁଣି ପରି କୌଣଯୁକ୍ତ ଥିବାରୁ) ପିଣ୍ଡା ଖୁଣ୍ଟ ମଝିରୁ ଯେଉଁ କାଠ ଖଣ୍ଡକ କର୍ଣ୍ଣଭାବରେ ବାହାରି ଘରର ପିଣ୍ଡା ପାଖ ଚାଳକୁ ଟେକି ଧରିଥାଏ; ତିରିବିଣି — ୨. A piece of wood which projects from the pillar of the outer wall of a house and supports diagonally the outer veranda-plate; a projecting strut or brace diagonally supporting the veranda plate of a thatch.

ଦେ. ବିଣ —

କହୁଣିମାଡ଼ଖିଆ (ବ୍ୟକ୍ତି) — Deserving to get blows by the elbow.