କାଁଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଁଚି
ଉଚ୍ଚାରଣ: Kāñchi

ପ୍ରାଦେ. (ସମ୍ବଲପୁର) ବି —

ମାଟିନିର୍ମିତ କ୍ଷୁଦ୍ର ଗିନା — A small cup of earth.

କାଁଚି କାଁଚି କାଚି, ଆମ୍ଭର ପରା କୁନ ୟିବୁ ନାଚି ପିଣ୍ଡତଳେ ଦେବୁ ଖାଁଚି—ଦୋଳୀଗୀତ