କାଇପଦର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇପଦର
ଉଚ୍ଚାରଣ: Kāipadara

ଦେ. ବି. (ନାମ) —

ପୁରୀ ଜିଲା ଖୋରଧା ସବ୍ଡିଭିଜନରେ ଥିବା ପୀରଙ୍କର ଏକ ପ୍ରସିଦ୍ଧ ଆସ୍ଥାନ ଓ ଉକ୍ତ ଆସ୍ଥାନ ଥିବା ଗ୍ରାମ —Name of a village and the seat of famous 'Pir' in the District of Puri near Khurdā.