କାଇଲା ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଲା ପଡ଼ିବା
ଉଚ୍ଚାରଣ: Kāilā paṟḍ̠ibā

ପ୍ରାଦେ. (ଗଞ୍ଜାମ) ବି —

କ୍ଳାନ୍ତ ହେବା — To be tired.

କାଇଲା ପଡ଼ିବ ଯେବେ ବାଟ ଚାଲିବାରୁ ଔଷଧ ପାଇବ ତତକ୍ଷଣେ ରାଜାଠାରୁ ଫକୀରମୋହନ. ଉତ୍କଳ ଭ୍ରମଣ