କାଉସାପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉସାପ
ଉଚ୍ଚାରଣ: Kāusāpa

ପ୍ରାଦେ. (ଗଡ଼ଜାତ) ବି —

ଏଣ୍ଡୁଅ ସଦୃଶ ଏକପ୍ରକାର ସରୀସୃପ —A kind of ant eater found in the Feudatory State of Orissa.

[ଦ୍ର—ଏହାର ଜିଭ ପ୍ରାୟ ହାତେ ଲମ୍ବ; ଏ କୁଆ ପରି ବୋବାଏ; ଏହାର ଗୋଡ଼ ଅଛି ଏହାର ଜିଭ ଦେହରେ ବାଜିଲା ମାତ୍ରେ ଘାଆ ହୋଇଯାଏ]