କାଏଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଏଁ
ଉଚ୍ଚାରଣ: Kāeñ

ପ୍ରାଦେ. (ସମ୍ବଲପୁର) ଅ. (ସଂ. କିଂ) —

କଅଣ; କି — What; which.

ପ୍ରାଦେ. (ସମ୍ବଲପୁର) ଅ. (ତୁଲ. ହିନ୍ଦି=କାଯେ) —

କିପାଇଁ; କାହିଁକି; କି ନିମନ୍ତେ — Why; wherefore.