କାଏଁ ଢଙ୍ଗର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଏଁ ଢଙ୍ଗର୍
ଉଚ୍ଚାରଣ: Kāeñ ḍhangar

ପ୍ରାଦେ. (ସମ୍ବଲପୁର) ବିଣ —

୧: କି ପ୍ରକାରର — ୧. Of what kind.

୨: କିମ୍ଭୁତ କିମାକାର; ଅଡ଼ୁଆ; ଅଖାଡ଼ୁଆ — ୨. Peculiar; awkward.

(ଯଥା—ମତେ କାଏଁ ଢଙ୍ଗର ଲାଗଛେ)