କାଏଁ ଢଙ୍ଗର୍
ଦେଖଣା
କାଏଁ ଢଙ୍ଗର୍ —
ଉଚ୍ଚାରଣ: Kāeñ ḍhangar
ପ୍ରାଦେ. (ସମ୍ବଲପୁର) ବିଣ —
୧: କି ପ୍ରକାରର — ୧. Of what kind.
୨: କିମ୍ଭୁତ କିମାକାର; ଅଡ଼ୁଆ; ଅଖାଡ଼ୁଆ — ୨. Peculiar; awkward.
(ଯଥା—ମତେ କାଏଁ ଢଙ୍ଗର ଲାଗଛେ)
କାଏଁ ଢଙ୍ଗର୍ —
ଉଚ୍ଚାରଣ: Kāeñ ḍhangar
ପ୍ରାଦେ. (ସମ୍ବଲପୁର) ବିଣ —
୧: କି ପ୍ରକାରର — ୧. Of what kind.
୨: କିମ୍ଭୁତ କିମାକାର; ଅଡ଼ୁଆ; ଅଖାଡ଼ୁଆ — ୨. Peculiar; awkward.
(ଯଥା—ମତେ କାଏଁ ଢଙ୍ଗର ଲାଗଛେ)