କାଏମ୍ ମୁକାଏମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଏମ୍ ମୁକାଏମ୍
ଉଚ୍ଚାରଣ: Kāemmukāem
কাএম মুকাএম্ कायममोकाम

ବୈଦେ. (ଆ. କାଏମ୍ ମୋକାମ୍) (କଚିରିଆ ଭାଷା) —

ପ୍ରତିନିଧି; କୋଣସି ପକ୍ଷ ସ୍ଥାନରେ ପ୍ରତିଷ୍ଠିତ ଅନ୍ୟବ୍ୟକ୍ତି —Representative in interest; Locum Teneus; an assignee.