Jump to content

କାକତୁଣ୍ଡିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକତୁଣ୍ଡିକା
ଉଚ୍ଚାରଣ: Kākatuṇḍikā

ସଂ. ବି. —

୧: କୁଆମଇତା (ଦେଖ) (ହରେକୃଷ୍ଣ ଦ୍ରବ୍ୟଗୁଣ) — ୧. Memordica Mona delpha (creeper and fruit; Kuāmaitā (See)

୨: ଗୁଳ୍ମବିଶେଷ —୨. The plant axanthochymus Pictorius (M.W.)