କାକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୀ
ଉଚ୍ଚାରଣ: Kākī

କାକ, କାକାପୁଂ

ସଂ. ବି. ସ୍ତ୍ରୀ (କାକ+ସ୍ତ୍ରୀ. ଈ) —

ମାଈ କୁଆ — A female crow.

ପ୍ରାଦେ. (ମେଦିନୀପୁର; ସିଂହଭୂମ; ସମ୍ବଲପୁର) ବି. ସ୍ତ୍ରୀ —

କନିଷ୍ଠ ପୁତୃବ୍ୟ ପତ୍ନୀ; ଖୁଡ଼ୀ — The wife of one's father's younger brother.