କାକୁଡ଼ିଖାଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୁଡ଼ିଖାଈ
ଉଚ୍ଚାରଣ: Kākuṟḍ̠ikhāī

ପ୍ରାଦେ. (ପୁରୀ) ବି —

ଗୋସାଣୀୟାତରେ ବାହାରିବା ଦେବୀ— ପ୍ରତିମାବିଶେଷ —Name of an image of a goddess which is taken out in procession in Puri.

[ଦ୍ର—ଦଶହରାଦିନ ଏ ପ୍ରତିମା ପାଣିରେ ପଡ଼ନ୍ତି]