କାକୁମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୁମା
ଉଚ୍ଚାରଣ: Kākumā

ପ୍ରାଦେ. (ସିଂହଭୂମ) ବି. ସ୍ତ୍ରୀ (ତୁଳ. ହି. କାକୀ) —

ଖୁଡ଼ୀ — Aunt.