କାକୁସ୍ତ
ଦେଖଣା
କାକୁସ୍ତ —
ଉଚ୍ଚାରଣ: Kākusta
বিনীত
बिनति
ଗ୍ରା. ବି. —
କାକୁତି (ଦେଖ) Kākuti (See)
ଗ୍ରା. ବିଣ. (ସଂ. କାକୂକ୍ତି) —
୧: ବିନୀତ — ୧. Entreating; supplicating; humbled.
୨: ଉତ୍କଣ୍ଠିତ —୨. Anxious.
୩: କାତର; ଭୟତ୍ରସ୍ତ —୩. Distressed; troubled.
କାକୁସ୍ତ ନିଷ୍ଠୁରବାଣୀ ଶୁଣି ଦେବୀ ଠାକୁରାଣୀ ଆଜ୍ଞା ଦେଲେ ହେଉ ତୋର ପୁରୁଷ ଅଙ୍ଗ ପ୍ରାଚୀ, ପ୍ରତାପ ଶଶିସେଣା
୪: ସବିନୟ ପ୍ରାର୍ଥନାକାରୀ —୪. Entreating.