କାଖ
ଦେଖଣା
କାଖ —
ଉଚ୍ଚାରଣ: Kākha
কোঁক; কাঁথ
काँख
ଦେ. ବି. (ସଂ. କକ୍ଷ) —
୧: ଶରୀରର ପାର୍ଶ୍ବଭାଗ; କଟିଠାରୁ ବାହୁସନ୍ଧିପର୍ଯ୍ୟନ୍ତ ସ୍ଥାନ; ବଗଲ୍ —୧. Flank or side of the body between the waist and the armpit.
ଯେଉଁ ବାଳୀ ରାବଣକୁ କାଖେ ୟାକିଥିଲା ବିଶ୍ବନାଥ, ବିଚିତ୍ରରାମାୟଣ
୨: ବାହୁମୂଳ; ବାହୁସନ୍ଧି —୨. Armpit.
ଦେହ ଚିନ୍ତିଲା ଅଶ୍ରୁଜଳେ ଅନ୍ନ ଥୋଇଲେ କାଖତଳେ ଜଗନ୍ନାଥ ଭାଗବତ
୩: କଟିପାର୍ଶ୍ବ; କଟିର ଯେଉଁ ଅଂଶ ଦୁଇପାଖର ସରୁ ହୋଇଥାଏ —୩. The side of the waist (where the waist narrows into the trunk).