କାଖ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଖ
ଉଚ୍ଚାରଣ: Kākha
কোঁক; কাঁথ काँख

ଦେ. ବି. (ସଂ. କକ୍ଷ) —

୧: ଶରୀରର ପାର୍ଶ୍ବଭାଗ; କଟିଠାରୁ ବାହୁସନ୍ଧିପର୍ଯ୍ୟନ୍ତ ସ୍ଥାନ; ବଗଲ୍ —୧. Flank or side of the body between the waist and the armpit.

ଯେଉଁ ବାଳୀ ରାବଣକୁ କାଖେ ୟାକିଥିଲା ବିଶ୍ବନାଥ, ବିଚିତ୍ରରାମାୟଣ

୨: ବାହୁମୂଳ; ବାହୁସନ୍ଧି —୨. Armpit.

ଦେହ ଚିନ୍ତିଲା ଅଶ୍ରୁଜଳେ ଅନ୍ନ ଥୋଇଲେ କାଖତଳେ ଜଗନ୍ନାଥ ଭାଗବତ

୩: କଟିପାର୍ଶ୍ବ; କଟିର ଯେଉଁ ଅଂଶ ଦୁଇପାଖର ସରୁ ହୋଇଥାଏ —୩. The side of the waist (where the waist narrows into the trunk).