Jump to content

କାଚରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଚରା
ଉଚ୍ଚାରଣ: Kācharā
(କାଚରାଣୀ—ସ୍ତ୍ରୀ) चुड़ीबाला

ଦେ. ବି. ପୁଂ. —

୧: ଯେଉଁ ମାନେ କାଚ ବ୍ୟବସାୟ କରନ୍ତି — ୧. Dealer in glass bangles.

୨: ବୈଶ୍ୟଶ୍ରେଣୀୟ ଜାତିବିଶେଷ — ୨. A caste dealing in metal wares.

[ଦ୍ର—ଏମାନେ ପିତ୍ତଳ ଓ କଂସା ବାସନର ବେପାର କରନ୍ତି]