କାଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛା
ଉଚ୍ଚାରଣ: Kāchhā
কাছা काछा; काच्छा

ଦେ. ବି. (ସଂ.—କଚ୍ଛ) —

ମଲ୍ଲମାନଙ୍କ ବ୍ୟବହାର୍ୟ୍ୟ ଲେଙ୍ଗୁଟୀ; କର୍ପଟୀ —Strip of cloth worn by athletes round the waist and tucked over the private parts.

[ଦ୍ର—ଏହା ତ୍ରିକୋଣାକାର ଏବଂ ଏଥିର ଗୋଟିଏ କୋଣରୁ ଲାଙ୍ଗୁଡ଼ ଓହୋଳି ଥାଏ ତ୍ରିକୋଣାଂଶ ଦ୍ବାରା ପିଚା ଆବୃତ ହୁଏ ଓ ଲମ୍ବିଥିବା ଅଂଶ ଦେହର ଗୁପ୍ତ ସ୍ଥାନ ଉପରେ ଭିଡ଼ାଯାଏ]