କାଛାକାଛି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛାକାଛି
ଉଚ୍ଚାରଣ: Kāchhākāchhi

ପ୍ରାଦେ. (ମେଦିନୀପୁର) ବିଣ. (ତୁଳ ବଂ. କାଛାକାଛି) —

ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ —Contiguous; near to each other.