କାଛୁକୁଣ୍ଡିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛୁକୁଣ୍ଡିଆ
ଉଚ୍ଚାରଣ: Kāchhu kuṇḍiā
খজুলিঢুজলি खुजली कलकल

ଦେ. ବି. (ସହଚର ଶଦ୍ଦ) —

କଣ୍ଡୁରୋଗ —Itches; painful eruptions on the body.

[ଦ୍ର—କାଛୁରେ ପୂଜ ଓ ଘା ହୁଏ, ମାତ୍ର କୁଣ୍ଡିଆ ଶୁଖିଲା ବ୍ରଣ]