କାଛେ କାଛେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛେ କାଛେ
ଉଚ୍ଚାରଣ: Kāchhe kāchhe

ପ୍ରାଦେ. (ମେଦିନୀପୁର) କ୍ରି. ବିଣ. (ତୁଳ. ବଂ. କାଛେ କାଛେ) —

ପାଖେ ପାଖେ; ଅତି ନିକଟରେ —Besides; by the side of.

ଗୋରୁଙ୍କ ଶିଙ୍ଗ ଧରି ନାଚେ ବୁଲନ୍ତି ଅଗ୍ନି କାଛେ କାଛେ ଜଗନ୍ନାଥ. ଭାଗବତ