କାଞ୍ଚନମାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଚନମାଳୀ
ଉଚ୍ଚାରଣ: Kān̄chanamāḻī

ସଂ. ବି. (କାଞ୍ଚନ=ସ୍ବର୍ଣ୍ଣ+ମାଳା+ଅଛି ଅର୍ଥରେ. ଇନ) —

୧: ସୂର୍ଯ୍ୟ — ୧. The newly risen sun.

୨: ସୂର୍ଯ୍ୟ —୨. The sun.