Jump to content

କାଞ୍ଚିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଚିଆ
ଉଚ୍ଚାରଣ: Kān̄chiā

ପ୍ରାଦେ. (ୟାଜପୁର) ବିଣ —

୧: ଛଉକା; କର୍ବୂର — ୧. Multicoloured.

୨: ଛାପଛାପକିଆ; ଛପଛପକିଆ — ୨. Having patches of different colours on the body.

୩: କହରା ବା କପିଳ ବର୍ଣ୍ଣବିଶିଷ୍ଟ — ୩. Brown; grey coloured.

୪: ଶରୀରରେ ଧଳା ଛଉବିଶିଷ୍ଟ — ୪. Having patches of albino on the body; albinous.

୫: କାଳିଚା (ଦେଖ) ୫. Kāḻichā (See) (Haines)