କାଞ୍ଜି ପାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜି ପାଣି
ଉଚ୍ଚାରଣ: Kān̄jipāṇi

ଦେ. ବି. —

୧: କା଼ଞ୍ଜିତୋଡ଼ାଣି (ଦେଖ) ୧. Kān̄jitoṟḍ̠āṇi (See)

୨: ବହୁତ ଦିନର ବାସି ତୋଡ଼ାଣିରେ ପ୍ରତିଦିନ ବା ମଝିରେ ମଝିରେ ପାଣି ମିଶାଇ ରଖାଯାଇଥିବା ଈଷତ୍ ଧଳା ପାନୀୟ —୨. A drink made by diluting stale rice water with water from time to time.

[ଦ୍ର—କାଞ୍ଜିପାଣି ପାନ କଲେ ଜୀର୍ଣ୍ଣଜ୍ବର, ଅଜୀର୍ଣ୍ଣାଦି ଭଲ ହୁଏ ପୁରୀର ଓଡ଼ିଆ ମଠରେ ବହୁ ବର୍ଷର ଅଭଡ଼ାର କାଞ୍ଜିପାଣି ରକ୍ଷିତ ହୋଇଅଛି ଓ ଅନେକ ଜୀର୍ଣ୍ଣଜ୍ବରାକ୍ରାନ୍ତ ରୋଗୀ ଏ କାଞ୍ଜିପାଣିକୁ ମାଗି ଆଣି ପିଇ ରୋଗମୁକ୍ତ ହେବାର ଦେଖାଯାଇଅଛି]