କାଟବାଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟବାଛ
ଉଚ୍ଚାରଣ: Kāṭabāchha

ପ୍ରାଦେ. (ଗଡ଼ଜାତ) ବି —

୧: ରନ୍ଧନାର୍ଥ ପରିବା କାଟିବା ଓ ଶାଗ ଆଦି ବାଛିବା —୧. Acts of chopping vegetables and cleaning pot-herbs for cooking.

୨: ରନ୍ଧନାର୍ଥ ସଜ୍ଜିତ କଟା ପରିବା ଓ ବଛା ଶାଗ — ୨. Chopped vegetables and cleaned pot herbs ready for cooking.

[ଦ୍ର—ରାଜାମାନଙ୍କ ରାଜାଧାନୀକୁ ସମାଗତ ବିଶିଷ୍ଟ ରାଜ—ବନ୍ଧୁମାନଙ୍କ ପାକଶାଳାକୁ ଉଆସରୁ 'କାଟବାଛ' ପଠାଯାଏ]