କାଟୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟୁ
ଉଚ୍ଚାରଣ: Kāṭu

ଦେ. ବି —

୧: ଲକ୍ଷଭେଦିତ୍ବ; ଫଳପ୍ରଦତ୍ନ —୧. Effectiveness. ୧. Effectiveness.

(ଯଥା—ଏ ଔଷଧର ଭାରି କାଟୁ)

୨: ବନ୍ଧୁକ ଆଦି ଚାଲିର ଲକ୍ଷ୍ୟବେଦ କରିବାର ପରିମାଣ ବା ଦୁରତ୍ନ —୨. Range of a gun.

(ଯଥା—ଏ ବନ୍ଧୁକର କାଟୁ ୨: ଗଜ)

ପ୍ରାଦେ. (ଗଞ୍ଜାମ) ବି —

ନକସ ଖେଳରେ ହୁଡ଼ ବନ୍ଧା ହେବା ବା ବାଜି ମାରି ରଖାଯିବା ପଇସାକୁଢ (ଗୋପୀନାଥ ନନ୍ଦ) — The stake consisting of cash in gambling.

ପ୍ରାଦେ. (ଖୋରଧା ଓ ଗଞ୍ଜାମ) ବି. (ସଂ. ଭବତଃ; ଦ୍ରାବିଡ଼—କାଟୁ) —

ଶଗଡ଼ର ନାଲ; ଚକ ଚାରିପାଖେ ବୁଲିଥିବା ଲୁହା — The circular iron rim of cart wheels.

ଦେ. ବିଣ. —

ଗୁଣାନ୍ବିତ; ସଗୁଣ; ଫଳପ୍ରଦ —Effectual.