କାଟ ଛିଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟ ଛିଡ଼ିବା
ଉଚ୍ଚାରଣ: Kāṭa chhiṟḍ̠ibā

ପ୍ରାଦେ. (ପୁରୀ ଜିଲ୍ଲା) ବି —

ନଡ଼ିଆ ମହାଜନ ଓ ଖାତକମାନେ ବସି ବର୍ଷକ ମଧ୍ୟରେ କାରବାର ହୋଇଥିବା ନଡ଼ିଆର ଦର ବା ଭାଉ ସ୍ଥିରୀକୃତ କରିବା — The settlement of the rate of the cocoanut at a conference of cocoanut traders once in a year.