କାଠକଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠକଟା
ଉଚ୍ଚାରଣ: Kāṭhakaṭā
কাঠকাটা

ଦେ. ବି. (ସଂ. କାଷ୍ଠ+କଟ୍ଟ ଧାତୁ) —

୧: କାଠହଣା; କାଠହାଣିବା — ୧. Cutting or chopping of wood.

୨: କାଠ ହାଣିବା ବ୍ୟକ୍ତି; କାଠୁରିଆ — ୨. Wood-cutter.

ପ୍ରାଦେ. (ଗଡ଼ଜାତ) ବି —

ଏକ ପ୍ରକାର କାଠହଣା ପକ୍ଷୀ — A kind of woodpecker; hoopoes (bird).