କାଠଜନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠଜନ୍ଦା
ଉଚ୍ଚାରଣ: Kāṭha jandā
কাঠাপিপঁড়ে

ଦେ. ବି. —

ଗଛରେ ରହୁଥିବା ଏକଜାତୀୟ ପିପୀଲିକା — A species of ant inhabiting trees.

[ଦ୍ର—ଏମାନେ ଜନ୍ଦାଖାଇ ଆଦି ଗଛର ବକଳ ତଳେ ଥିବା ସନ୍ଧିରେ ବସା କରି ରହନ୍ତି]