କାଠନେକାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠନେକାର୍
ଉଚ୍ଚାରଣ: Kāṭhanekār

ପ୍ରା. ଦେ. (ମେଦିନୀପୁର) ବି. (ସଂ. କାଷ୍ଠ+ନାକ୍କାର) —

ଶୁଷ୍କ ବମନ; ଶୁଖିଲା ଅଇ; ଯେଉଁ ଅଇରେ ବାନ୍ତି ଆଦି ବାହାରେ ନାହିଁ —Dry retching without actual vomiting.