କାଠପେଙ୍ଗୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠପେଙ୍ଗୁ
ଉଚ୍ଚାରଣ: Kāṭhapeṅgu

ପ୍ରାଦେ. (ଗଡ଼ଜାତ) ବି. —

ବନ୍ୟ ବୃକ୍ଷବିଶେଷ — Name of a wild tree.

[ଦ୍ର—ଏହାର ଫଳରୁ ତେଲ ବାହାରେ ଏହି ତେଲ ଘାଆ ଶୁଖାଇବାପାଇଁ ଔଷଧରୂପେ ବ୍ୟବହୃତ ହୁଏ]