କାଠହାରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠହାରିଆ
ଉଚ୍ଚାରଣ: Kāṭhahāriā

ପ୍ରାଦେ. (କଟକ) ବିଣ —

କଟକ ଜିଲ୍ଲା କାଠହାର ନାମକ ଗ୍ରାମର ତନ୍ତୀମାନଙ୍କଦ୍ବାରା ବୁଣା ହୋଇଥିବା ଉତ୍କୃଷ୍ଟ (ଲୁଗା) —(cloth) Woven by the weavers of Kāṭhahāra, a village in the district of Cuttack.