କାଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠା
ଉଚ୍ଚାରଣ: Kāṭhā

ପ୍ରାଦେ. (ମେଦିନୀପୁର) ବି. (ସଂ. କାଷ୍ଠା= ପରିମାଣବିଶେଷ; ତୁଳ— ବଂ. କାଠା —

ଭୂମିର ପରିମାଣବିଶେଷ; ବିଘାର ୨: ଭାଗର ଏକ ଭାଗ; ୩୨: ବର୍ଗହସ୍ତପରିମିତ ଭୂମି; ୮: ହାତ ଦୀର୍ଘ ଓ ୪: ହାତ ଚଉଡ଼ା ଥିବା ଜମି —A land measure of ୩୨୦ square cubits.