କାଠିପୋକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିପୋକ
ଉଚ୍ଚାରଣ: Kāṭhipoka
काठिपाका, काठिफिडिङ्ग

ଦେ. ବି —

ଦେଖିବାକୁ କାଠି ପରିଝିଣ୍ଟିକା ଜାତୀୟ ଏକ ପ୍ରକାର ପୋକ; ଝିଣ୍ଟିକାବିଶେଷ; ଡାହାଣୀ ପୋକ —Stick insect; Diapheromera Femorata.

[ଦ୍ର—ଏମାନେ ୭୮: ଆଙ୍ଗୁଳ ଲମ୍ବ ଏ ପୋକ ଅନେକ ସମୟରେ ଡେଣାକୁ ଟେକନ୍ତି ଏବଂ ପିଲାମାନେ ଏମାନଙ୍କୁ ଦେଖି ପଚାରନ୍ତି—"ସମୁଦ୍ରରେ କେତେ ପାଣି ?" ଏହା କହିବାରୁ ଏମାନେ ଦୁଇ ଡ଼େଣାକୁ ଟେକି ଓ ପିଲାଙ୍କୁ ବଡ଼ କଉତୁକ ଲାଗେ]