କାଠୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠୁଆ
ଉଚ୍ଚାରଣ: Kāṭhuā
কাঠযা, কেঠো कठौता, काठड़ा ड़ाका ड़ोकिया

ଦେ. ବିଣ (ସଂ. କାଷ୍ଠ) —

୧: ଘନ; ବହଳିଆ — ୧. Thickened; frigid (said of liquids ecoming rozen.

୨: କାଠ ପରି ଟାଣୁଆ; ହାଡ଼ୁଆ —୨. Hard.

୩: ଅଳସୁଆ —୩. Idle; lazy; not prompt.

୪: କାଷ୍ଠନିର୍ମିତ —୪. Wooden; made of wood.

୫: ନିର୍ଦ୍ଦୟ; କଠିନହୃୟ; ନିଷ୍ଠୁର — ୫. Unfeeling; cruel.

୬: କାଠବ୍ୟବସାୟୀ —୬. Dealing in wood.

ତହିରେ ଚଲି ଜାଳି ମୁଁ କାଠୁଆଙ୍କର, ବରତନ ମଧ୍ୟ କରିବଇଁ ମୋହର କୃଷ୍ଣସିଂହ. ମହାଭାରତ. ବିରାଟ

ଦେ. ବି —

୧: କାଠ ନିର୍ମିତ ହଳଦି ଆଦି ରଖିବା ପାତ୍ର —୧. A wooden pot; small trough.

ପନ୍ଦରେ ଖଣ୍ଡ ସରିକି ନାଆ, ଗୁଡ଼ାଏ କାଠୁଆ ସନ ହେଲା ଫକୀରମୋହନ. ଗଳ୍ପସ୍ବଳ୍ପ

[ଦ୍ର—କାଠୁଆ ଡଙ୍ଗା ଖୁବ୍ ବଡ଼ ଗଛର ଗଣ୍ଡିକୁ ଖୋଜି କୋରଡ଼ କରି ତିଆରି କରାଯାଏ ଲମ୍ବ କାଠୁଆକୁ ସାପୁଆ ଓ ସାନ କାଠୁ ଆକୁ ହୁଲି ଡଙ୍ଗା କହନ୍ତି]

ପ୍ରାଦେ. (ଗଡ଼ଜାତ) ବି —

ବଡ଼ ଗଡ଼ିଶା ମାଛ — A kind of fresh water fish.

ପାଦେ. (ପୁରୀ) ବିଣ —

ଯେଉଁମାନେ ଜଗନ୍ନାଥଙ୍କ ଦେଉଳର ରୋଷଘରକୁ ଅନ୍ନଆଦି ରନ୍ଧାଯିବା ପାଇଁ ଜାଳଣି କାଠ ଯୋଗାନ୍ତି —(persons) Supplying fuel to the cookroom of the temple of Jagannath at Puri.