କାଠୁଆ ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠୁଆ ବ୍ରାହ୍ମଣ
ଉଚ୍ଚାରଣ: Kāṭhuā brāhmaṇa

ପ୍ରାଦେ. (ବାଲେଶ୍ବର) ବି —

ବାଲେଶ୍ବର ଜିଲ୍ଲାରେ ବାସ କରୁଥିବା ଏକପ୍ରକାର ପନିଅରି ବ୍ରାହ୍ମଣ —A class of inferior Brahmins inhabiting parts of Balasore district and growing kitchen vegetables for the market.

[ଦ୍ର—ଏମାନେ ପନିଅର ବା ପରିବା ଫସଲ ଆବାଦ କରି ଜୀବିକା ନିର୍ବାହ କରନ୍ତି ଏମାନେ ନିକୃଷ୍ଟ ଶ୍ରେଣାର ବ୍ରାହ୍ମଣ; ଏମାନେ ହଳ ଧରି ଚାଷ କାମ କରିବା ଛାଡ଼ା ଫସଲ କରିବା ସକାଶେ ଆବଶ୍ୟକ ଅନ୍ୟ ସମସ୍ତ କାମ କରନ୍ତି ଏମାନେ ବେକରେ କାଠ ମାଳି ପିନ୍ଧନ୍ତି