Jump to content

କାଠୁରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠୁରିଆ
ଉଚ୍ଚାରଣ: Kāṭhuriā
কাঠুরিআ; কাঠুরে काटहरिआ

ଦେ. ବି. (ସଂ. କାଷ୍ଠହର) —

୧: କାଷ୍ଠଛେଦକ ବ୍ୟକ୍ତି —୧. Wood cutter.

୨: ବଣରୁ କାଠ କାଟିଆଣି ବିକ୍ରି କରିବା ବ୍ୟକ୍ତି — ୨. Woodman; one who cuts and sells wood.

ତହିଁରେ ଚୁଲ୍ଲୀ ଜାତି କଠୁରିଆଙ୍କର ବରତନ ମଧ୍ୟ କରିବଇ ମୋର—କୃଷ୍ଣସିଂହ. ମହାଭାରତ