କାଠ ଜମାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠ ଜମାଇବା
ଉଚ୍ଚାରଣ: Kāṭha jamāibā
কাঠ জমান

ଦେ. କ୍ରି. (ବଢ଼େଇଙ୍କ ବ୍ୟବହୃତ ଶବ୍ଦ) —

୧: କାଠକୁ ଯନ୍ତ୍ର ସାହାଯ୍ୟରେ ପ୍ରଯୋଜନୀୟ ଆଦର୍ଶବସ୍ତୁରେ ପରିଣତ କରିବା ପାଇଁ ସୁସଜ୍ଜିତ କରିବା — ୧. To dress wood for some required purpose; to prepare pieces of wood ready for being fitted for some necessary furniture.

୨: କାଠକୁ ଭବିଷ୍ୟତ୍ ନିମନ୍ତେ ଠୁଳ କରିବା — ୨. To stock or store pieces of wood; for future use.