କାଢ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼ି
ଉଚ୍ଚାରଣ: Kāṟḍ̠ẖi
কাঠি काढ़ी

ପ୍ରାଦେ. (ଗଡ଼ଜାତ) ବି —

ଉଠାଣି ବଟେ ବଳପୂର୍ବକ ଝିଙ୍କି ଆଣିବା କାଠ ବୋଝ — A load of fuel drawn up along an incline.

ଦେ. ବି —

୧: ସରୁଆ କାଠି — ୧. Slender twig or rod.

(ଯଥା—ଅତର କାଢ଼ି)

୨: ଛତା କାଠି — ୨. Iron ribs of an umbrella.