କାଢୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢୁଣି
ଉଚ୍ଚାରଣ: Kāṟḍ̠ẖuṇi

ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି. (ସଂ. କର୍ଷଣୀ) —

ଗୋଟାଏ ମୁଣ୍ଡର ଦଉଡ଼ି ଲଗାଇ ଦଉଡିକୁ ଯୁଆଳିରେ ବାନ୍ଧି ବଳଦଙ୍କଦ୍ବାରା ଭୂଇଁରେ ଘୋଷାରି ଘୋଷାରି ନେବା ଲମ୍ବା ଓ ମୋଟ କାଠ —A long log of wood pulled by bullocks by tying it one end.