କାଣ
ଦେଖଣା
କାଣ —
ଉଚ୍ଚାରଣ: Kāṇa
কাণা
काना
କାଣା, କାଣୀସ୍ତ୍ରୀ
ସଂ. ବିଣ. ପୁଂ. (କାଣି ଧାତୁ=ଆଖି ବୁଜିବା+କର୍ତ୍ତୃ. ଅ) —
୧: ଏକଚକ୍ଷୁହୀନ; କଣା —୧. One-eyed.
୨: କୁଆ —୨. Crow.
ପ୍ରାଦେ. (ଞ୍ଜାମ) ବି. (ସଂ.କର୍ଣ୍ଣି) —
କାନ —Ear.
ପ୍ରାଦେ . (ସିଂହଭୂମ) ବି —
ଏକପ୍ରକାର ମାଛ — A kind of fish.