କାଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡି
ଉଚ୍ଚାରଣ: Kāṇḍi
কাঁড়ি ढेर; आटाळ

ଦେ. ବି. (ସଂ.କାଣ୍ଡ) —

୧: ରାଶି; ସ୍ତୂପ; ଗଦା — ୧. Heap; pile.

୨: ପଣ୍ୟଦ୍ରବ୍ୟର ଭଣ୍ଡାର; ଗୋଦାମ; ଗଞ୍ଜ — ୨. Mart; godown; ware-house.

୩: ବେଦର ମନ୍ତ୍ରପ୍ରକାରଣ — ୩. A chapter or section of the Bedas.

ତା ହାରେ ହିଜମାନେ ବେଦ କାଣ୍ଡିଏ ଭାଷି ସାରଳାମହାଭାରତ. ଆଦ୍ୟ

୪: ଲୁଣର ଗଦାମ; ଲୁଣଗୋଲା —୪. A warehouse of salt; salt-golah.

୫: ଲଙ୍କାର ନଗରବିଶେଷ — ୫. Name of a city in Ceylon.

୬: ଗ୍ରମସ୍ଥ କ୍ଷୁଦ୍ର ଦୋକାନ — ୬. A small village-shop.

୭: ଶୂଦ୍ରଙ୍କ ବଂଶୋପାଧିବିଶେଷ —୭. A family title amongst Ṡuādras.

୮: ହାତୀଙ୍କ ତଳିପାରେ ହେବା ଏକପ୍ରକାର ରୋଗ — ୮. A kind of disease attacking the soles of elephant.

[ଦ୍ର—ଏଥିରେ ହାତୀର ତଳିପାରେ କଣା ହୋଇଯାଏ, ସେ କଣାରେ ଅଂଶେଇ ପଡ଼ନ୍ତି ଓ ହାତୀ ଚାଲିପାରେ ନାହିଁ]

ପ୍ରାଦେ. (ସିଂହଭୂମ) ବି. (ସଂ. କଣ୍ଡ ଧାତୁ=କାଣ୍ଡିବା; ତୁଳ. ହି. କାଣ୍ଡି) —

ଢ଼ିଙ୍କିମୁଣ୍ଡା ପଥର —The receptacle where grains etc. are put to be husked by a ḍhiṅiki.